ଭୁବନେଶ୍ଵର: ରାଜ୍ୟରେ ମୁତୟନ ହୋଇଥିବା କେନ୍ଦ୍ରୀୟ ସଶସ୍ତ୍ର ବଳ (ସିଏପିଏଫ)ଙ୍କ ପାଉଣା ବାବଦରେ ୪୫୬୧.୨୩ କୋଟି ଟଙ୍କା ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶାରେ କେନ୍ଦ୍ରୀୟ ବଳ ମୁତୟନ ବାବଦରେ ଉପରୋକ୍ତ ପରିମାଣର ଟଙ୍କା ଦେବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟକୁ ଚିଠି କରାଯାଇଥିଲା।
ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି; କେନ୍ଦ୍ରୀୟ ବଳ ପାଉଣା ବାବଦ ରେ ୪୫୬୧ କୋଟି ଛାଡ଼ ହେଉ (Khanti Odia News)
April 29, 2021
0
Tags