slider

Type Here to Get Search Results !

Follow Us

କୋଭାକ୍ସିନ ଡବଲ ମ୍ୟୁଟାଣ୍ଟ କରୋନା ଭୂତାଣୁକୁ ପରାହତ କରିବ : ହ୍ୱାଇଟହାଉସ ମୁଖ୍ୟ ଚିକିତ୍ସା ଉପଦେଷ୍ଟା (Khanti Odia News)

Top Post Ad

 ଓ୍ୱାଶିଂଟନ : ଭାରତରେ ପ୍ରସ୍ତୁତ କୋଭାକ୍ସିନ କରୋନା ଟିକା ଡବଲ ମ୍ୟୁଟାଣ୍ଟ କରୋନା ଭୂତାଣୁକୁ ପରାହତ କରିବ ବୋଲି ଆମେରିକା ହ୍ୱାଇଟହାଉସ ମୁଖ୍ୟ ଚିକିତ୍ସା ଉପଦେଷ୍ଟା ଡକ୍ଟର ଆନ୍ଥୋନୀ ଖଉଟି ଘୋଷଣା କରିଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ ପୂର୍ବରୁ ହୋଇଥିବା କୋଭାକ୍ସିନ ଟିକା ଡବଲ ମ୍ୟୁଟାଣ୍ଟ କରୋନା ଭୂତାଣୁକୁ ଫଳପ୍ରଦଭାବେ ପରାହତକ କରିପାରିବ



                          @BharatBiotech



ଡକ୍ଟର ଖଉଟି କହିଛନ୍ତି ଭାରତରେ ଦେଖାଦେଇଥିବା ପ୍ରକୃତ ଅସୁବିଧା ଗୁଡିକ ସତ୍ୱେ ଟିକାକରଣ କରୋନା ବିରୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଭାବେ କାର୍ଯ୍ୟ କରିବ। ଜାତୀୟ ରୋଗ ସଂକ୍ରମଣ ପ୍ରତିଷ୍ଠାନ ଏବଂ ଜାତୀୟ ଭେଷଜ ଗବେଷଣା ପରିଷଦର ସହଭାଗିତାରେ ଭାରତ ବାୟୋଟେକ କମ୍ପାନୀ ଏହି ଟିକା ପ୍ରସ୍ତୁତ କରିଛି।

Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.