slider

Type Here to Get Search Results !

Follow Us

୨୩ ଅଗଷ୍ଟ ର ମୁଖ୍ୟ ଖବର, August 23 Headlines. By Khanti odia news.

Top Post Ad


୨୩ ଅଗଷ୍ଟ ର ମୁଖ୍ୟ ଖବର, August 23 Headlines. By Khanti odia news.




ରାଜ୍ୟ ସରକାର ଙ୍କ ଉପରେ ବର୍ଷିଲେ ସମ୍ବିତ ପାତ୍ର



ଦିଲ୍ଲୀରୁ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଗିରଫ



ଆଇଟିଆଇର ୩ ଉଦ୍ଭାବନ: ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀଙ୍କ ପ୍ରଶଂସା




ସୁରକ୍ଷା ବାହିନୀ ଗୁଳିବିନିମୟ, ଜଣେ ଆତଙ୍କବାଦୀ ନିହତ



ନବରଙ୍ଗପୁର ଜିଲାକୁ ୨ଦିନ ସଟଡାଉନ



ସେୟାର ବଜାରରେ ଟଙ୍କା ଲଗାଉଥିବା ଲୋକଙ୍କୁ ସତର୍କ କରାଇଲେ ଗଭର୍ଣ୍ଣର




ସୁଶାନ୍ତ ମାମଲା: ପୋଷ୍ଟମାର୍ଟମ ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ କଲା ସିବିଆଇ




ଚାଇନାକୁ ପୁଣି ବଡ଼ ଝଟ୍‌କା ଦେଲା ଭାରତୀୟ ରେଲଓ୍ବେ




ରାଜୀବ କୁମାର ହେଲେ ଦେଶର ନୂଆ ନିର୍ବାଚନ କମିସନର



ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର



ନୀଳାଚଳ ଇସ୍ପାତ ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ପୂର୍ବତନ ଅର୍ଥମନ୍ତ୍ରୀ



କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ରାଜ୍ୟମାନଙ୍କୁ ପତ୍ର




ହୀରାକୁଦ ରେ ବଢୁଛି ଜଳସ୍ତର




Below Post Ad

Post a Comment

0 Comments
* Please Don't Spam Here. All the Comments are Reviewed by Admin.